ବନିକା Banikā

  • ଦେ. ବି—(ବନ+ସ୍ୱାର୍ଥେ. କ+କ୍ଷୁଦ୍ରାର୍ଥେ. ଆ) — ଉଦ୍ୟାନ — Garden
  • ଦେ. ବି—(ବନ+ସ୍ୱାର୍ଥେ. କ+କ୍ଷୁଦ୍ରାର୍ଥେ. ଆ) — ଅଶୋକ ବନିକାରେ ସୀତାଙ୍କୁ ଦେଖିଲି—କଷ୍ଣସିଂହ ମହାଭାରତ ବନ।
  • ଦେ. ବି—(ବନ+ସ୍ୱାର୍ଥେ. କ+କ୍ଷୁଦ୍ରାର୍ଥେ. ଆ) — ଛୋଟ ବନ — Small forest
  • ଦେ. ବି—(ବନ+ସ୍ୱାର୍ଥେ. କ+କ୍ଷୁଦ୍ରାର୍ଥେ. ଆ) — କାଳିନ୍ଦୀ ତଟ ବାଲିକୁଦ, ଶ୍ରୀକୃଞ୍ଜ ବନିକା ବିନୋଦ— ଭୂପତି—ପ୍ରେମପଞ୍ଚାମୃତ।
  • ଦେ. ବି—(ବନ+ସ୍ୱାର୍ଥେ. କ+କ୍ଷୁଦ୍ରାର୍ଥେ. ଆ) — କୁଞ୍ଜବନ — Grove