ବନଦ Banada

  • ସଂ. ବି. (ବନ=ଜଳ+ଦା ଧାତୁ= ଦେବା+କର୍ତ୍ତୃ. ଅ) — ମେଘ — Cloud
  • ସଂ. ବି. (ବନ=ଜଳ+ଦା ଧାତୁ= ଦେବା+କର୍ତ୍ତୃ. ଅ) — ବନଦ ଶ୍ୟାମ କାହିଁ ଏ ଥିଲା, ବରିଲା ଓ ରାମା କି ତପ କଲା । ଭଞ୍ଜ. ବୈଦେହୀଶବିଳାସ ।