ବନକ Banaka

  • ଦେ. ବି. (ସଂ. ବର୍ଣ୍ଣ; ବର୍ଣ୍ଣକ) — ରଙ୍ଗବିଶେଷ — A kind of paint
  • ଦେ. ବି. (ସଂ. ବର୍ଣ୍ଣ; ବର୍ଣ୍ଣକ) — ବର୍ଣ୍ଣ; ରଙ୍ଗ — Colour
  • ଦେ. ବି. (ସଂ. ବର୍ଣ୍ଣ; ବର୍ଣ୍ଣକ) — ତ୍ରିବିଧ ବନକ ଚିତ୍ର ତରଣୀକି ଏଣିକି ତେଣିକି ଚଳେ। ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ।
  • ଦେ. ବି. (ସଂ. ବର୍ଣ୍ଣ; ବର୍ଣ୍ଣକ) — ପୀତ ବର୍ଣ୍ଣ ମୃତ୍ତିକାବିଶେଷ — Yellow ochre