ବନକର Banakara

  • ସଂ. ବି. — ଜଙ୍ଗଲରୁ ଉତ୍ପନ୍ନ ଦ୍ରବ୍ୟ ବ୍ୟବହାର କରିବା ବ୍ୟକ୍ତିଙ୍କର ବନର ଅଧିକାରୀ ବ୍ୟକ୍ତିଙ୍କୁ ଦେବା ଖଜଣା — Forest-cess