ବଧୀ Badhī
- ସଂ. ବିଣ. ପୁଂ (ବଧ୍+ କରିବା ଅର୍ଥରେ ଇନ୍; 1 ମା. 1 ବ.) — ବଧକାରୀ; ହତ୍ୟାକାରୀ — Killing; slaying
- ସଂ. ବିଣ. ପୁଂ (ବଧ୍+ କରିବା ଅର୍ଥରେ ଇନ୍; 1 ମା. 1 ବ.) — ଏ କାଳ ବଧୀ ସ୍ୱାମୀ ଦ୍ରୋହୀ ଏହାକୁ ଦଣ୍ଡେହେଁ ନ ଥୋଇ। ଜଗନ୍ନାଥ. ଭାଗବତ।
- ଦେ. ବି — କୁକୁର ବେକରେ ବନ୍ଧାଯିବା ପଟି — Strap for dog's neck
- ଦେ. ବି — (ସଂ. ବଦ୍ଧ ଜଳ) ନଦୀରେ ସ୍ରୋତହୀନ ଗଭୀର ପାଣିଥିବା ସ୍ଥାନ; ଗଣ୍ଡ — The part of a river where there is no current and the water is very deep
- ଦେ. ଓ ପ୍ରାଦେ. ବି — ବଧି (ଦେଖ) — Badhi (See)