ବଧିବା Badhibā

  • ଦେ. କ୍ରି. (ପଦ୍ୟ) (ସଂ. ବଧ ଧାତୁ) — ବଧ କରିବା; ହତ୍ୟା କରିବା — To kill; to slay
  • ଦେ. କ୍ରି. (ପଦ୍ୟ) (ସଂ. ବଧ ଧାତୁ) — ଜରାସନ୍ଧେ ବଧି ଥିଲେ ଗିରିଦୁର୍ଗେ ଯହିଁ ବାୟୁସୂତ ବୃକୋଦର କେଶବ କୌଶଳେ। ରାଧାନାଥ, ମହାଯାତ୍ରା।