ବଧାଇ Badhāi

  • ଦେ. ବି. (ସଂ. ବିଦାୟ ବା ବଦ୍ ଧାତୁରୁ; ଆ. ବିଦା) — କୌଣସି ସୁସଂବାଦ ଆଣିବା ବ୍ୟକ୍ତିକୁ ଦିଆଯିବା ପାରିତୋଷିକ ବା ବିଦାକି — Reward given to the bearer of good tidings
  • ଦେ. ବି. (ସଂ. ବିଦାୟ ବା ବଦ୍ ଧାତୁରୁ; ଆ. ବିଦା) — ପୁଣି ବୋଇଲେ ମୋ ଝିଅ ଜୁଆଁଇଙ୍କି ଖୋଜି ଦେଲେ ବଧାଇ ଦେବି ମୁଁ ନାହିଁ କି। କୃଷ୍ଣସିଂହ, ମହାଭାରତ ବନ।