ବଦ୍ବୁ Bad-bu

  • ବୈଦେ. ବି. (ଫା. ବଦ୍ବୁ) — ବଦ୍ଗନ୍ଧ; ଦୁର୍ଗନ୍ଧ — Foul smell
  • ବୈଦେ. ବିଣ — (ଫା. ବଦ୍ବୁଦାର୍) ଦୁର୍ଗନ୍ଧ ଯୁକ୍ତ; ପୂତିଗନ୍ଧମୟ — Bad-smelling; fetid