ବଦି Badi

  • ବୈଦେ. ବି. (ଫା. ବଦଈ) — ବଦ୍ନାମ; ଦୁର୍ନାମ — Defamation; bad reputation
  • ବୈଦେ. ବି. (ଫା. ବଦଈ) — ଦାୟିତ୍ୱ — Responsibility
  • ବୈଦେ. ବି. (ଫା. ବଦଈ) — ଅପକାର — Injury
  • ବୈଦେ. ବି. (ଫା. ବଦଈ) — ମନ୍ଦତା — Badness
  • ବୈଦେ. ବି. (ଫା. ବଦଈ) — [ଦ୍ର—ଏ ଶବ୍ଦ ଫା. 'ନେକି' ସହ ବ୍ୟବହୃତ ହୋଇ ନେକି ବଦି ଶବ୍ଦ(=ସୁନାମ ଓ ଦୁର୍ନାମ; ପୁରସ୍କାର ଓ ଦଣ୍ଡ; ଭଲ ମନ୍ଦ ଫଳର ଦାୟିତ୍ୱ ଅର୍ଥରେ) ବ୍ୟବହୃତ ହୁଏ।]
  • ବୈଦେ. ବି. (ଫା. ବଦଈ) — (ମାରୱାଡ଼ିଙ୍କ ଭାଷା; ହି. ସଂ. ଅବଦାତ)— କୃଷ୍ଣପକ୍ଷ — The dark fortnight of a month