ବଦର Badara

  • ସଂ. ବି (ସଂ. ବଦ୍ ଧାତୁ=ସ୍ଥିର ରହିବା+ କର୍ତ୍ତୃ. ଅର; ଯେଉଁ ଗଛ କଟା ହେଲେ ସୁଦ୍ଧା ସ୍ଥିର ରହେ, ଅର୍ଥାତ୍ ମରେ ନାହିଁ) — ବରକୋଳି (ଦେଖ) — Barakoḻi (See)
  • ସଂ. ବି (ସଂ. ବଦ୍ ଧାତୁ=ସ୍ଥିର ରହିବା+ କର୍ତ୍ତୃ. ଅର; ଯେଉଁ ଗଛ କଟା ହେଲେ ସୁଦ୍ଧା ସ୍ଥିର ରହେ, ଅର୍ଥାତ୍ ମରେ ନାହିଁ) — କପା ବକଡ଼ା; କପା ଫଳ — The berry like pod of cotton, the closed pod of cotton
  • ଦେ. ବି — ଭଦଭଦଳିଆ; ଛୋଟ ବୃକ୍ଷବିଶେଷ — Olase Scandens tree (Haines)
  • ଦେ. ବି — [ଦ୍ର—ଏ ଗଛ ଦେଢ଼ ପୁରୁଷ ପର୍ଯ୍ୟନ୍ତ ଉଚ୍ଚ ହୁଏ; ଫଳ ଆଙ୍ଗୁଠି ଟିପ ପରି ଓ ଶିବଲିଙ୍ଗ ଆକୃତିବିଶିଷ୍ଟ ଓ ତହିଁର ଅଗରେ ଚୋପା ନ ଥାଇ ଫଳ ମୂଳରୁ ଅଧ ପର୍ଯ୍ୟନ୍ତ ଚୋପା ବକଳକୁ ଘୋଡ଼ାଇ ଥାଏ। ଏ ଫଳକୁ ଖାଆନ୍ତି ଓ କୋମଳ ପତ୍ର ଶାଗ ହୁଏ।]