ବଥ Batha

  • ବେ. ବି (ସଂ. ବ୍ଯଥା) — ବ୍ରଣ — Furuncle; a boil; abscess
  • ବେ. ବି (ସଂ. ବ୍ଯଥା) — [ଦ୍ର—ଅଙ୍ଗଭେଦରେ ବଥର ଭିନ୍ନ ଭିନ୍ନ ନାମ ହୁଏ। ଯଥା;— ପିଠିରେ ପଠା, ପିଲାଙ୍କ ବେକରେ ବେଙ୍ଗୀ, ତଳିପାରେ ତାଳୁକା, ମୁହଁରେ ବରୁଣ, ଆଙ୍ଗୁଠିରେ ଜୟକାଣ୍ଡ ବା ଅଢ଼ାଆଙ୍ଗୁଳି, ଆଖିରେ ଆଲୁଅ, ଲୋମକୂପରେ ବାଳମୂଳିଆ, ମଳଦ୍ୱାରରେ ମଳକଣ୍ଟକ; କଣ୍ଠରେ ଗଳକଣ୍ଟକ।]