ବତୁରା Baturā

  • ଦେ. ବି — ବତୁରାଇବା କାର୍ଯ୍ୟ; ଭିଜାଇବା — Act of moistening a thing
  • ଦେ. ବିଣ — ଭିଜା ହୋଇଥିବା; ଜଳସିକ୍ତ — Moistened; saturated with water