ବତୀ Batī

  • ସଂ—ପ୍ରତ୍ୟୟ (ସ୍ତ୍ରୀ) — ବତ୍ ପ୍ରତ୍ୟୟାନ୍ତ ଶବ୍ଦର ସ୍ତ୍ରୀଲିଙ୍ଗ — A suffix which is the feminine form of the suffix bat
  • ସଂ—ପ୍ରତ୍ୟୟ (ସ୍ତ୍ରୀ) — (ଯଥା—ଗୁଣବତୀ, ଧନବତୀ, ବିଦ୍ୟାବତୀ ଇତ୍ୟାଦି।)