ବଣ୍ଡର Baṇḍara

  • ସଂ. ବି. ପୁଂ—(ବଣ୍ଡ୍ ଧାତୁ+କର୍ତ୍ତୃ. ଅର) — କୃପଣବ୍ୟକ୍ତି — Miser; a stingy person (Apte)
  • ସଂ. ବି. ପୁଂ—(ବଣ୍ଡ୍ ଧାତୁ+କର୍ତ୍ତୃ. ଅର) — ପୁଂସ୍ତ୍ୱହୀନ ବ୍ୟକ୍ତି — An eunoch (Apte)