ବଣିଜ Baṇija
- ସଂ. ବି—(ପଣ୍ ଧାତୁ+କରଣ. ଇକ) — ବଣିକ୍ — Trader
- ସଂ. ବି—(ପଣ୍ ଧାତୁ+କରଣ. ଇକ) — ଫଳିତ ଜ୍ୟୋତିଷୋକ୍ତ କରଣ ବିଶେଷ — An astrological conjuction
- ସଂ. ବି—(ପଣ୍ ଧାତୁ+କରଣ. ଇକ) — [ଦ୍ର—ଏଥିରେ ଯେ ଜନ୍ମଗ୍ରହଣ କରେ ସେ ଭାଗ୍ୟବାନ୍, ବ୍ୟବସାୟୀ ଓ ଧନୀ ହୁଏ।]
- ଦେ. ବି—(ସଂ. ବାଣିଜ୍ୟ) — ବାଣିଜ୍ୟ; ବେପାର — Trade
- ଦେ. ବି—(ସଂ. ବାଣିଜ୍ୟ) — କେହୁ ବୋଇଲା ରଥ ବୋଇତରେ ବସି ନୃପତି ଏ ବଣିକ ପାଇଛନ୍ତି ଆସି। କୃଷ୍ଣସିଂହ. ମହାଭାରତ ବନ।
- ଦେ. ବି—(ସଂ. ବାଣିଜ୍ୟ) — ପଣ୍ୟଦ୍ରବ୍ୟଚୟ — Merchandise; commodities
- ଦେ. ବି—(ସଂ. ବାଣିଜ୍ୟ) — ବାକି ବାଣିଜାରୁ ଏ ଭାବନ୍ତେ ବଣିଜ। କୃଷ୍ଣସିଂହ. ମହାଭାରତ ବନ ।