ବଣିକ Baṇika

  • ଦେ. ବି—(ସଂ. ବଣିକ୍) — ବଣିକ୍; ବଣିଆ — Trader; merchant
  • ଦେ. ବି—(ସଂ. ବଣିକ୍) — ସୁନାରି ବଣିଆ — Goldsmith
  • ଦେ. ବି—(ସଂ. ବଣିକ୍) — ବଣିକ ଭାବ ଲମ୍ପଟ ପ୍ରକଟ କରି ମର୍କଟ କନକ କଟକ ଭଗ୍ନକାଳେ— ଭଞ୍ଜ. ବୈଦେହୀଶବିଳାସ।