ବଣିକ୍ Baṇik
- ସଂ. ବି—(ପଣ୍ ଧାତୁ=ବିକ୍ରି କରିବା+କର୍ତ୍ତୃ. ଇଜ୍; ବଣିଜ୍ ଶବ୍ଦ 1 ମା. 1 ବ) — ପଣ୍ୟ କ୍ରୟବିକ୍ରୟକାରୀ; ବେପାରୀ — Trader; merchant
- ସଂ. ବି—(ପଣ୍ ଧାତୁ=ବିକ୍ରି କରିବା+କର୍ତ୍ତୃ. ଇଜ୍; ବଣିଜ୍ ଶବ୍ଦ 1 ମା. 1 ବ) — ବଣିଆଁ; ବୈଶ୍ୟଜାତି — The Ba̲i̱ṡya or trading caste
- ସଂ. ବି—(ପଣ୍ ଧାତୁ=ବିକ୍ରି କରିବା+କର୍ତ୍ତୃ. ଇଜ୍; ବଣିଜ୍ ଶବ୍ଦ 1 ମା. 1 ବ) — (+ଅଧିକରଣ ଇଜ୍) ଫଳିତ ଜ୍ୟୋତିଷୋକ୍ତ କରଣ ବିଶେଷ; ଜ୍ୟୋତିଷର 6 ଷ୍ଠ କରଣ — (+ଅଧିକରଣ ଇଜ୍) ଫଳିତ ଜ୍ୟୋତିଷୋକ୍ତ କରଣ ବିଶେଷ; ଜ୍ୟୋତିଷର6ଷ୍ଠ କରଣ—. (Astrology)— The 6th Karaṇa or astrological conjunction