ବଣିଆ Baṇiā
- ଦେ. ବି. (ଅନ୍ୟ ବୃକ୍ଷ ବାଚକ ଶବ୍ଦ ସଙ୍ଗେ ବ୍ୟବହୃତ; ଯଥା— ବେଲ ବଣିଆ, ତାଳ ବଣିଆ—) — ଏକ ଜାତୀୟ ବୃକ୍ଷମାନଙ୍କର ସମଷ୍ଟି ବା ତୋଟା — A grove or plantation of one kind of trees
- ଦେ. ବି. (ଅନ୍ୟ ବୃକ୍ଷ ବାଚକ ଶବ୍ଦ ସଙ୍ଗେ ବ୍ୟବହୃତ; ଯଥା— ବେଲ ବଣିଆ, ତାଳ ବଣିଆ—) — ନୀରନ୍ଧ୍ର ନିବିଡ଼ କୀଚକ ବଣିଆ। ରାଧାନାଥ. ଚିଲିକା।
- ଦେ. ବି. (ଅନ୍ୟ ବୃକ୍ଷ ବାଚକ ଶବ୍ଦ ସଙ୍ଗେ ବ୍ୟବହୃତ; ଯଥା— ବେଲ ବଣିଆ, ତାଳ ବଣିଆ—) — ପୁଷ୍ପବୃକ୍ଷବିଶେଷ — Yellow flowered Hibiscus Tiliceus (Haines)
- ଦେ. ବି. (ଅନ୍ୟ ବୃକ୍ଷ ବାଚକ ଶବ୍ଦ ସଙ୍ଗେ ବ୍ୟବହୃତ; ଯଥା— ବେଲ ବଣିଆ, ତାଳ ବଣିଆ—) — ବଣିଆଁ (ଦେଖ) — Beṇiāñ (See)
- ଦେ. ବି. (ଅନ୍ୟ ବୃକ୍ଷ ବାଚକ ଶବ୍ଦ ସଙ୍ଗେ ବ୍ୟବହୃତ; ଯଥା— ବେଲ ବଣିଆ, ତାଳ ବଣିଆ—) — ପୁଂ. (ସଂ. ବଣିକ୍)—ସୁନାରି ବଣିଆ; ସୁନା ରୂପାର କାରିଗର — 1. Goldsmith; silversmith
- ଦେ. ବି. (ଅନ୍ୟ ବୃକ୍ଷ ବାଚକ ଶବ୍ଦ ସଙ୍ଗେ ବ୍ୟବହୃତ; ଯଥା— ବେଲ ବଣିଆ, ତାଳ ବଣିଆ—) — ପୋଟଳି ବଣିଆ; ଗନ୍ଧବଣିକ — Druggist
- ଦେ. ବି. (ଅନ୍ୟ ବୃକ୍ଷ ବାଚକ ଶବ୍ଦ ସଙ୍ଗେ ବ୍ୟବହୃତ; ଯଥା— ବେଲ ବଣିଆ, ତାଳ ବଣିଆ—) — କୁମୁଟୀ; ବଣିକ; ବେପାରୀ — A trader
- ଦେ. ବି. (ଅନ୍ୟ ବୃକ୍ଷ ବାଚକ ଶବ୍ଦ ସଙ୍ଗେ ବ୍ୟବହୃତ; ଯଥା— ବେଲ ବଣିଆ, ତାଳ ବଣିଆ—) — ବୈଶ୍ୟ — Ba̲i̱ṡya