ବଟୀ Baṭi

  • ସଂ. ବି. (ବଟ+ଈ) — ବଟ ଜାତୀୟ ବୃକ୍ଷବିଶେଷ — A species of Ficus Indicus
  • ସଂ. ବି. (ବଟ+ଈ) — [ଦ୍ର—ଏହା ଔଷଧରେ ବ୍ୟବହୃତ ହୁଏ।]
  • ସଂ. ବି. (ବଟ+ଈ) — ବଡ଼ି; ବଟିକା (ହି. ଶ) — Pill
  • ସଂ. ବି. (ବଟ+ଈ) — ବଡ଼ା; ପିଷ୍ଟକବିଶେଷ (ହି. ଶ) — A kind of pastry cake