ବଟମ Baṭama
- ପ୍ରାଦେ. (ବାଲେଶ୍ୱର) ବୈଦେ. ବି. [ଜାହାଜିଆ ଶବ୍ଦ; ବାଲେ— ଶ୍ୱରରେ ପୂର୍ବେ ଜାହାଜ କାରବାର ଚଳୁଥିବା ବେଳେ ବ୍ୟବହୃତ ଶବ୍ଦ; ତୁଳ. ଇଂ ବଟମ୍ରୀ (bottomry) ଜାହାଜକୁ ବନ୍ଧକ ଦେଇ ଋଣ କରାଯିବା ଟଙ୍କା] — ଜାହାଜିଆମାନଙ୍କୁ ଅନ୍ୟ ଲୋକମାନେ ବେଶି ସୁଧରେ ଋଣ ଦେବା ଟଙ୍କା — Loans advanced to sailors at high rate of interest
- ପ୍ରାଦେ. (ବାଲେଶ୍ୱର) ବୈଦେ. ବି. [ଜାହାଜିଆ ଶବ୍ଦ; ବାଲେ— ଶ୍ୱରରେ ପୂର୍ବେ ଜାହାଜ କାରବାର ଚଳୁଥିବା ବେଳେ ବ୍ୟବହୃତ ଶବ୍ଦ; ତୁଳ. ଇଂ ବଟମ୍ରୀ (bottomry) ଜାହାଜକୁ ବନ୍ଧକ ଦେଇ ଋଣ କରାଯିବା ଟଙ୍କା] — ତାହାର ପାଞ୍ଚ ମାସର ଦରମା ସାଢ଼େ ସାତ ଟଙ୍କା ଆଗତୁରା ନେଇ ବଟମ ଦେଇଥିଲା। ଫକୀରମୋହନ ଗଳ୍ପସ୍ୱଳ୍ପ।