ବଟକ Baṭaka

  • ସଂ. ବି (ବଟ+ ସ୍ୱାର୍ଥେ. କ) — ବିରି ଆଦିର ବଡ଼ା; ଘୃତ ବା ତୈଳପକ୍ୱ ଗୋଲାକାର ପିଷ୍ଟକ — 1. A round thick pastry cake
  • ସଂ. ବି (ବଟ+ ସ୍ୱାର୍ଥେ. କ) — ବିରି ବାଟି କରି ତହିଁରେ ପ୍ରସ୍ତୁତ ହୋଇଥିବା ଗୋଲାକାର ଗୁଳା; ବଡ଼ି — A ball of corn-paste dried and stored for being used in the preparation of curry
  • ସଂ. ବି (ବଟ+ ସ୍ୱାର୍ଥେ. କ) — ଏକତୋଳା ବା 8 ମଶା ଓଜନର ପରିମାଣ — ଏକତୋଳା ବା8ମଶା ଓଜନର ପରିମାଣ— . A standard weight corresponding to the weight of one silver rupee
  • ସଂ. ବି (ବଟ+ ସ୍ୱାର୍ଥେ. କ) — ବଟୀ (ଦେଖ) — Baṭī