ବଞ୍ଚନ Ban̄chana

  • ସଂ. ବି—(ବଞ୍ଚ୍. ଧାତୁ+ ଭାବ. ଅନ) — ପ୍ରବଞ୍ଚନା; ପ୍ରତାରଣ; ଠକିବା; ଶଠତା — Deception; cheating; fraud; deceit; knavery
  • ସଂ. ବି—(ବଞ୍ଚ୍. ଧାତୁ+ ଭାବ. ଅନ) — (ବଞ୍ଚ୍ ଧାତୁ+ ଅନ)—ଯାପନ; ଅତିବାହନ; କ୍ଷେପଣ — Passing (of time)
  • ଦେ. ବି — ବାଧା ଦେବା — Obstucting
  • ଦେ. ବି — କରରେ କର ବଞ୍ଚନ ଢାଳିଲାପରି ଲୋଚନ ହୋଏ କି ମନ ମଞ୍ଚନ ନାହିଁ ବଚନ—ଭଞ୍ଜ. ପ୍ରେମସୁଧାନିଧି।