ବଜାୟ Bajāya

  • ବୈଦେ. ବିଣ. (ଫା. ବଜା= ଉଚିତ୍; ଫା. ବଜାୟ= ସ୍ୱସ୍ଥାନରେ; ପରିବର୍ତ୍ତେ) — ଅବିକଳ — Exact; tallying
  • ବୈଦେ. ବିଣ. (ଫା. ବଜା= ଉଚିତ୍; ଫା. ବଜାୟ= ସ୍ୱସ୍ଥାନରେ; ପରିବର୍ତ୍ତେ) — ପୂର୍ବବତ୍ ରକ୍ଷିତ — Placed in the same position as before
  • ବୈଦେ. ବିଣ. (ଫା. ବଜା= ଉଚିତ୍; ଫା. ବଜାୟ= ସ୍ୱସ୍ଥାନରେ; ପରିବର୍ତ୍ତେ) — ଅପରିବର୍ତ୍ତିତ — Unchanged; unmodified
  • ବୈଦେ. ବିଣ. (ଫା. ବଜା= ଉଚିତ୍; ଫା. ବଜାୟ= ସ୍ୱସ୍ଥାନରେ; ପରିବର୍ତ୍ତେ) — (କୌଣସି ଆଦେଶ ବା କଥା) ପାଳିତ ହେବା; କାଏମ୍ — Upheld; carried out
  • ବୈଦେ. ବିଣ. (ଫା. ବଜା= ଉଚିତ୍; ଫା. ବଜାୟ= ସ୍ୱସ୍ଥାନରେ; ପରିବର୍ତ୍ତେ) — ସମସ୍ତଙ୍କର ମତ ବଜାଏ ରଖି କାର୍ଯ୍ୟ କରିବା ଅଭିପ୍ରାୟରେ ଏହିପରି ସ୍ଥିର କରା ଯାଇଅଛି। ଭିକାରୀ ସଂସାରଚିତ୍ର।