ବଜରା Bajarā

  • ବୈଦେ. ବି. (ଇଂ. ବଜ୍ରୋ; ବାର୍ଜ) — ପ୍ରକୋଷ୍ଠଥିବା ଡଙ୍ଗା — House boat; a pleasure boat; a barge; a budgerow
  • ଦେ. ବି. (ସଂ. ବର୍ଜରୀ; ବଜ୍ରା) — ବାଜରା (ଦେଖ) — Bājarā (See)