ବଛି Bachhi

  • ଦେ. ବି. ପୁଂ. (ସଂ. ବତ୍ସ) (ଆଦରାର୍ଥକ ପ୍ରୟୋଗ) — ପୁତ୍ର ସନ୍ତାନ — Male child; son
  • ଦେ. ବି. ପୁଂ. (ସଂ. ବତ୍ସ) (ଆଦରାର୍ଥକ ପ୍ରୟୋଗ) — ମୋର ବିଶ୍ୱାସ ତୁ ଏଣ କହୁଛି ଆଣି ଦେବୁ ନନ୍ଦର ବେନି ବାଛି—ଭକ୍ତଚରଣ. ମଥୁରାମଙ୍ଗଳ