ବଛାଳି Bachhāḻi

  • ଦେ. ବିଣ ଓ ବି (ପୁଂ ଓ ସ୍ତ୍ରୀ) — ଯେ ବାଛିବା କ୍ରିୟା କରେ — Selector; separater
  • ଦେ. ବିଣ ଓ ବି (ପୁଂ ଓ ସ୍ତ୍ରୀ) — ଯେଉଁଲୋକ ଧାନ ବିଲରୁ ଘାସ ଓପାଡ଼େ — One who weeds out grass etc from paddy or other crop fields