ବଛସ Bachhasa

  • ଗ୍ରା. ବି. (ସଂ. ବତ୍ସସ) — ପୁରୀ ଜିଲ୍ଲା ରାହାଙ୍ଗ ଶାସନର ସାମନ୍ତ ବ୍ରାହ୍ମଣ ଗୋଷ୍ଠୀ ମଧ୍ୟରୁ ଏକତମ — One of the branches of high caste Brāhmaṇas of the Puri district