ବଚା ବଚୀ Bachā bachī

  • ବୈଦେ. ବି. (ଫା. ହିନ୍ଦିରୁ ଅନୁକୃତ; ବିଭିନ୍ନ ଲିଙ୍ଗାର୍ଥକ ସହଚର ଶବ୍ଦ) — ପିଲାପିଲୀ; ପରିବାରୀୟ ଶିଶୁ ସନ୍ତାନ ସନ୍ତତି — Male and female children of a family