ବଚନୀୟ Bachanīya

  • ସଂ. ବିଣ. (ବଚ୍ ଧାତୁ+କର୍ମ. ଅନୀୟ) — କଥନୀୟ; ବାଚ୍ୟ — Speakable; utterable
  • ସଂ. ବିଣ. (ବଚ୍ ଧାତୁ+କର୍ମ. ଅନୀୟ) — ନିନ୍ଦନୀୟ — Blameable
  • ବି — ନିନ୍ଦା; ବାଇତ; ଅପବାଦ — Blame; scandal