ବଙ୍କ Baṅka

  • ସଂ. ବି. (ବନ୍କ୍ ଧାତୁ=ଗମନ କରିବା+କର୍ତ୍ତୃ. ଅ) — ବକ୍ର; ବଙ୍କା — Curved; crooked
  • ପ୍ରାଦେ. (ବୌଦ) ବି. — ବଗ — Egret