ବଘରା Bagharā

  • ଦେ. ବି. (ସଂ. ଅବଘାରଣ; ପ୍ରା. ବଘାରଣ) — ବଘାରିବା କ୍ରିୟା — The act of flavouring curry etc by frying it with species in oil etc
  • ବିଣ — ଯାହା ବଘରା ହୋଇଥାଏ — Flavoured by being fried with spices