ବଗି Bagi
- ବୈଦେ. ବି — (ଇଂ. ବଗ୍ଗୀ) ଦୁଇଚକିଆ ଘୋଡ଼ାଗାଡ଼ି — Buggy; gig; a light two-wheeled carriage drawn by a horse
- ବୈଦେ. ବି — (ଇଂ. ବୋଗୀ) ଚାରିଚକିଆ ଗାଡ଼ି — A low four-Wheeled carriage; bogie
- ଦେ. ବି. (ସଂ. ବକ) — ବକଜାତୀୟ ଏକପ୍ରକାର କୂଳେଚର ପକ୍ଷୀ — A small egret (bird)