ବଗିଚା Bagichā

  • ବୈଦେ. ବି. (ଫା. ବାଗ୍ଚା) — ଉଦ୍ୟାନ — Garden
  • ବୈଦେ. ବି. (ଫା. ବାଗ୍ଚା) — [ଦ୍ର—ଫଳର ବଗିଚାକୁ ବଗାତ ଏବଂ ଶାକ ଶବଜୀର ବା ଫୁଲର ଉଦ୍ୟାନକୁ ବଗିଚା ବୋଲାଯାଏ।]