ବଗା Bagā

  • ଦେ. ବିଣ. (ସଂ. ବୁକ୍କ=ବୋଦା; ମେଣ୍ଢାପରି ମନ୍ଦବୁଦ୍ଧି) — ଓଲା; ଓଲମା — Stupid; idiotic
  • ଦେ. ବିଣ. (ସଂ. ବୁକ୍କ=ବୋଦା; ମେଣ୍ଢାପରି ମନ୍ଦବୁଦ୍ଧି) — ନିର୍ବୋଧ — Foolish
  • ଦେ. ବିଣ. (ସଂ. ବୁକ୍କ=ବୋଦା; ମେଣ୍ଢାପରି ମନ୍ଦବୁଦ୍ଧି) — ଯେ ଗୋଟାଏ ଆଡ଼କୁ ଅଧିକ ସମୟ ଚାହିଁ ବସିଥାଏ — Staring
  • ପ୍ରାଦେ. (ସମ୍ବଲପୁର) ବିଣ — ପାଗଲ — Mad