ବଗାଳ Bagāḻa

  • ପ୍ରାଦେ. (ସିଂହଭୂମ) ବି — ମାଲିକର ଘରେ ରହି ଗ୍ରାସାଚ୍ଛାଦନ ପାଇ ବାର୍ଷିକ ଦରମାରେ ଯେଉଁ ଗୋରୁରଖୁଆଳ ଚାକିରି କରେ — A cowherd engaged on yearly salary