ବଖରିଆ Bakhariā
- ଦେ. ବିଣ. (ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ) — ଏତେ ସଂଖ୍ୟକ ବଖରାର ପରିମାଣଯୁକ୍ତ (ଗୃହ ବା କୋଠରୀ) — (a room or hall) Measuring so many standard-sized rooms
- ଦେ. ବିଣ. (ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ) — (ଯଥା—ସାତ ବଖୁରିଆ ଡିହ।)
- ଦେ. ବିଣ. (ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ) — ଏତେ ସଂଖ୍ୟକ କୋଠରୀବିଶିଷ୍ଟ — Consisting of so many rooms; roomed (e.g. three-roomed)
- ଦେ. ବିଣ. (ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ) — (ଯଥା—ପାଞ୍ଚବଖୁରିଆ ଘର।)
- ପ୍ରାଦେ. (ଲରିଆ) ବି — ଘୋଡ଼ା ସଇସ — Syce; groom of a horse