ବକଡ଼ା Bakaṟḍ̠ā

  • ଦେ. ବି — କପାର ଚତୁର୍ଦ୍ଦଳ କୋଷ ବା ଖୋସା — The closed pod of the cotton plant which encloses the seed surrounded by the cotton fibres
  • ଦେ. ବି — [ଦ୍ର—ଏହା ଫଳପରି ଦେଖାଯାଏ ଏବଂ ଫାଟିଗଲେ ଏଥିମଧ୍ୟରୁ ମଞ୍ଜିକୁ ବେଢ଼ିଥିବା କପାତୁଳା ବାହାରି ପଡ଼େ।]