ବକ୍ରଣ Bakraṇa

  • ସଂ. ବି. (ବନ୍କ ଧାତୁ=କୁଟିଳ ହେବା+ଭାବ. ଅନ) — ବକ୍ରୀ କରଣ; ବଙ୍କାଇବା; ବକ୍ର କରିବା — Curving; bending