ବକେଇବା Bakeibā

  • ଦେ. କ୍ରି — ବକିବା କ୍ରିୟାର ଣିଜନ୍ତ ରୂପ — The causative form of 'Bakibā'
  • ଦେ. କ୍ରି — ଗପାଇବା; ବୃଥା ବହୁତ ସମୟ କଥା କହିବାକୁ ବାଧ୍ୟ କରିବା — To cause one to talk much in vain