ବକରୀ Bakarī

  • ବୈଦେ. ବି. (ସଂ. ବର୍କର=ପଶୁ ଶାବକ; କିମ୍ବା ଆ. ବକର୍ =ଗୋରୁ, ଗୋମେଷାଦି; ପରବର୍ତ୍ତୀ କାଳର ଅର୍ଥ, ଛେଳି) — ଛେଳି — Goat