ବଏ Bae
- ଦେ. ବି. (ମହାଜନ ଖାତା) (ସଂ. ବ୍ୟୟ; ପ୍ରା. ବଅ) — ବ୍ୟୟ; ଖରଚ — Expenditure; debit
- ଦେ. ବି. (ମହାଜନ ଖାତା) (ସଂ. ବ୍ୟୟ; ପ୍ରା. ବଅ) — ହିସାବ ବହିର ଖରଚ ଲେଖା ହୋଇଥିବା ଅଂଶ — The debit side of an account
- ଦେ. ବି. (ମହାଜନ ଖାତା) (ସଂ. ବ୍ୟୟ; ପ୍ରା. ବଅ) — ମହାଜନଠାରୁ ଋଣ ବା ଦୋକାନୀଠାରୁ କାଳି ସଉଦା ନେବା — Taking of money or things on credit; borrowing
- ବୈଦେ. ବି. (ଇଂ) — ଚାକର ଟୋକା — Boy-servant
- ବୈଦେ. ବି. (ଇଂ) — ସାହେବଙ୍କ ଚାକର — Servant (of Europeans)