ବଏଡ଼୍ Baeḍ
- ବୈଦେ. ବି. (ଇଂ) (ନାମ) — କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ଜନୈକ ସଂସ୍କୃତବିତ୍ ଇଂରାଜ ପଣ୍ଡିତ — Boyd; name of a Sanscrit scholar of the Cambridge University
- ବୈଦେ. ବି. (ଇଂ) (ନାମ) — [ଦ୍ର—ଏ ସଂସ୍କୃତ ଭାଷାତତ୍ତ୍ୱ ଓ ଅଭିଧାନ ଓ ବ୍ୟାକରଣ ସମ୍ବନ୍ଧୀୟ ଅନେକ ଗୁଡ଼ିଏ ଗ୍ରନ୍ଥ ରଚନା କରିଥିଲେ।]