ବଏକଟ୍ Baekaṭ

  • ବୈଦେ. ବିଣ. (ଇଂ. ବଏକଟ୍) — ସମାଜରୁ ବହିଷ୍କୃତ; ଏକଘରିଆ — Outcasted; boycotted
  • ବି — କୌଣସି ବ୍ୟକ୍ତିକୁ ଅଜାତିଆ ବା ଏକଘରିଆ କରିବା — Boycotting; outcasting