ବଉଳ Bauḻa
- ଦେ. ବି—(ସଂ. ମୁକୁଳ; ପ୍ରା. ମୁଉଡ଼) — ଆମ୍ର ମୁକୁଳ — Mango bud
- ଦେ. ବି—(ସଂ. ମୁକୁଳ; ପ୍ରା. ମୁଉଡ଼) — ଆମ୍ବବଉଳ ରଙ୍ଗଡ଼ାଳ, ହୃଦେ ଲମ୍ବଇ ବନମାଳ। ଜଗନ୍ନାଥ. ଭାଗବତ।
- ଦେ. ବି—(ସଂ. ମୁକୁଳ; ପ୍ରା. ମୁଉଡ଼) — (ସଂ. ମୁକୁଳ) ଆମ୍ବ ବଉଳ ପରି କେଣ୍ଡାଦାରିଆ ଫୁଲ — The flowers of certain trees, flowering in racemes or spikes; sessile flowers
- ଦେ. ବି—(ସଂ. ମୁକୁଳ; ପ୍ରା. ମୁଉଡ଼) — (ସଂ. ବକୁଳ) ବକୁଳ ବୃକ୍ଷ; ବଉଳ ଗଛ — Mimusops Elengi
- ଦେ. ବି—(ସଂ. ମୁକୁଳ; ପ୍ରା. ମୁଉଡ଼) — ପରସ୍ପର ଆମ୍ର ମୁକୁଳ ଦିଆଦେଇ ହୋଇ ସୃଷ୍ଟ ବନ୍ଧୁତା — Friendship between two persons set up by exchanging mango buds
- ଦେ. ବି—(ସଂ. ମୁକୁଳ; ପ୍ରା. ମୁଉଡ଼) — [ଦ୍ର—ଅନ୍ୟ ଗଛର ଫୁଲ ଆମ୍ବବଉଳ ପରି ପେଣ୍ଡା ପେଣ୍ଡା ହେଲେ ତାକୁ ସେ ଗଛର ବଉଳ ବୋଲି କହନ୍ତି; ଯଥା—ଆମ୍ବଡ଼ା।]