ବଇରଖ Bairakha

  • ବୈଦେ. ବି. (ତୁର୍କୀ. ବୈରାକ୍) — ପତାକା — Flag
  • ବୈଦେ. ବି. (ତୁର୍କୀ. ବୈରାକ୍) — ଉଡ଼ୁଛନ୍ତି ଯା ଝଣ୍ଡା ବଇରଖ ପୁଣି ବୋଲନ୍ତି ମଣିମା ଦେଖ—ବ୍ରଜନାଥ, ସମରତରଙ୍ଗ।
  • ପ୍ରାଦେ. (ସମ୍ବଲପୁର) ବି — ତାସ୍ ଖେଳର କଳାପାନ ରଙ୍ଗ — The Spade in cards