ବଇଣା Baiṇā

  • ବୈଦେ. ବି. (ଆ. ବୟ୍=ବିକ୍ରୟ+ଫା. ପ୍ରତ୍ୟୟ)—(ଆନା) — କିଣିବା ବସ୍ତୁ ନିମନ୍ତେ କ୍ରେତାର ବା ଫରମାସ ଦେବା ବ୍ୟକ୍ତିର ବିକ୍ରେତାଙ୍କୁ ଆଗତୁରା ଦେବା ମୂଲ୍ୟାଂଶ; ଅଗ୍ରିମ ମୂଲ୍ୟାଂଶ — Tender; earnest money; advance paid to a vendor
  • ବୈଦେ. ବି. (ଆ. ବୟ୍=ବିକ୍ରୟ+ଫା. ପ୍ରତ୍ୟୟ)—(ଆନା) — ତେବେ ଆମକୁ ହଜାର ଟଙ୍କାଟି ବଇନା ଦେଇ ଯାଅ। ଭିକାରୀ. ଯୌତୁକ।