ବଇଠା Baiṭhā
- ଗ୍ରା. ବି. (ଶୂଦ୍ରାଦିଙ୍କ ବ୍ୟବହୃତ ଭାଷା) — ପ୍ରଦୀପ — Lamp
- ଗ୍ରା. ବି. (ଶୂଦ୍ରାଦିଙ୍କ ବ୍ୟବହୃତ ଭାଷା) — ବଇଠା ମିଞ୍ଜି ମିଞ୍ଜି ହୋଇ ଜଳୁଅଛି। ଫକୀରମୋହନ. ଛମାଣ ଆଠଗୁଣ୍ଠ।
- ଗ୍ରା. ବି. (ଶୂଦ୍ରାଦିଙ୍କ ବ୍ୟବହୃତ ଭାଷା) — (ସଂବିଷ୍ଟ ଉପବେଶନ କରିବା — Sitting
- ଗ୍ରା. ବି. (ଶୂଦ୍ରାଦିଙ୍କ ବ୍ୟବହୃତ ଭାଷା) — ବସାଇବା — Causing to sit; setting
- ଗ୍ରା. ବି. (ଶୂଦ୍ରାଦିଙ୍କ ବ୍ୟବହୃତ ଭାଷା) — ଦୀପରୁଖା — Lampstand
- ଗ୍ରା. ବି. (ଶୂଦ୍ରାଦିଙ୍କ ବ୍ୟବହୃତ ଭାଷା) — ଖୋରଧା ସହରର ଦକ୍ଷିଣ ପଶ୍ଚିମରେ ଏକ ମାଇଲ ଦୂରରେ ଥିବା ପର୍ବତବିଶେଷ — Name of a hill to the south-west of the town of 'Khurdā', at a distance of one mile