ବଇଠକ Baiṭhaka
- ଦେ. ବି. [ସଂ. (ଉପ) ବିଷ୍ଟ, ବେଷ୍ଟକ; ତୁଳ; ସଂ. ବିଷ୍ଟ= ପ୍ରା. ବିଟ; ସଂ. ବିତିଷ୍ଠତି; ପ୍ରା. ବଇଟ୍ଠଇଁ] — ବସିବା; ଉପବେଶନ — Sitting
- ଦେ. ବି. [ସଂ. (ଉପ) ବିଷ୍ଟ, ବେଷ୍ଟକ; ତୁଳ; ସଂ. ବିଷ୍ଟ= ପ୍ରା. ବିଟ; ସଂ. ବିତିଷ୍ଠତି; ପ୍ରା. ବଇଟ୍ଠଇଁ] — ସଭା; ବହୁଲୋକଙ୍କ ସମାଗମ — Meeting; assemblage
- ଦେ. ବି. [ସଂ. (ଉପ) ବିଷ୍ଟ, ବେଷ୍ଟକ; ତୁଳ; ସଂ. ବିଷ୍ଟ= ପ୍ରା. ବିଟ; ସଂ. ବିତିଷ୍ଠତି; ପ୍ରା. ବଇଟ୍ଠଇଁ] — ସଭାର ଅଧିବେଶନ — A session of a meeting
- ଦେ. ବି. [ସଂ. (ଉପ) ବିଷ୍ଟ, ବେଷ୍ଟକ; ତୁଳ; ସଂ. ବିଷ୍ଟ= ପ୍ରା. ବିଟ; ସଂ. ବିତିଷ୍ଠତି; ପ୍ରା. ବଇଟ୍ଠଇଁ] — (ସଂ. ବାଟିକା)—ବାସସ୍ଥାନ; ଅବସ୍ଥିତି — Residence
- ଦେ. ବି. [ସଂ. (ଉପ) ବିଷ୍ଟ, ବେଷ୍ଟକ; ତୁଳ; ସଂ. ବିଷ୍ଟ= ପ୍ରା. ବିଟ; ସଂ. ବିତିଷ୍ଠତି; ପ୍ରା. ବଇଟ୍ଠଇଁ] — ମୁକତ ମଣ୍ଡପ ସେ ଦେଖ ବୈକୁଣ୍ଠ ବିଷ୍ଣୁର ବୈଠକ। ଯଶୋବନ୍ତ. ପ୍ରେମଭକ୍ତି. ବ୍ରହ୍ମଗୀତା।
- ଦେ. ବି. [ସଂ. (ଉପ) ବିଷ୍ଟ, ବେଷ୍ଟକ; ତୁଳ; ସଂ. ବିଷ୍ଟ= ପ୍ରା. ବିଟ; ସଂ. ବିତିଷ୍ଠତି; ପ୍ରା. ବଇଟ୍ଠଇଁ] — ଚୌପାଢ଼ୀ; ସଭାଗୃହ — A meeting hall; meeting place