ବଇଁଶୀ Baiñṡī

  • ଗ୍ରା. (ପଦ୍ୟ) ବି. (ସଂ. ବଂଶୀ) — ମୁରଲୀ — Flute; a fife
  • ଗ୍ରା. (ପଦ୍ୟ) ବି. (ସଂ. ବଂଶୀ) — ଗୋପୀ ନାମ ଧରି କଲେ ବଇଁଶୀ ସ୍ୱନ। ପ୍ରାଚୀ. ରହସ୍ୟମଞ୍ଜରୀ।
  • ଗ୍ରା. (ପଦ୍ୟ) ବି. (ସଂ. ବଂଶୀ) — ବଂଶୀଧରର ଆଦରାର୍ଥକ ଡାକ ନାମ — A name for calling Baṁṡīdhara