ଫ୍ରି Phri

  • ବୈଦେ. ବିଣ. (ଇଂ) — ମୁକ୍ତ; ଛାଡ଼ ପାଇଥିବା — Free
  • ବୈଦେ. ବିଣ. (ଇଂ) — ମାଗଣା — Gratuitous
  • ବୈଦେ. ବିଣ. (ଇଂ) — ଯେଉଁ ବାଳକକୁ ସ୍କୁଲରେ ଦରମା ଛାଡ଼ ଦିଆଯାଇ ଥାଏ — (a student) Who is allowed to study without paying tuition fees
  • ବୈଦେ. ବିଣ. (ଇଂ) — ଯେଉଁ ସ୍କୁଲ ବା ଡା଼କ୍ତରଖାନାରେ ଛାତ୍ରଙ୍କୁ ବା ରୋଗୀଙ୍କୁ ବିନା ଖରଚାରେ ସେବା କରଯାଏ — Free (school or dispensary)